ଚେକିଂ ବେଳେ କାର୍ରୁ ବିପୁଳ ପରିମାଣର ଟଙ୍କା ଜବତ
ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍ରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି। ଏକ କଳା ରଙ୍ଗର କାର୍ OD02BM1517କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ଟଙ୍କା ମିଳିଛି। ପୋଲିସ କାର୍ ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ […] The post ଚେକିଂ ବେଳେ କାର୍ରୁ ବିପୁଳ ପରିମାଣର ଟଙ୍କା ଜବତ appeared first on Dharitri Odia News.
ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍ରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି। ଏକ କଳା ରଙ୍ଗର କାର୍ OD02BM1517କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ଟଙ୍କା ମିଳିଛି। ପୋଲିସ କାର୍ ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ବାହାରିଥିବା ଟଙ୍କା ଗଣତି କରୁଥିବା ସୂଚନା ମିଳିଛି। ଗାଡିରେ ବିଜେଡ଼ି ଦଳର ନେତ୍ରୀ ଥିବା ଅନୁମାନ କରାଯାଉଛି। ଏପଟେ ତଦନ୍ତ ଚାଲିଥିବା ପୋଲସ ଅଧିକ କିଛି ସୂଚନା ଦେଇନାହିଁ।
The post ଚେକିଂ ବେଳେ କାର୍ରୁ ବିପୁଳ ପରିମାଣର ଟଙ୍କା ଜବତ appeared first on Dharitri Odia News.