ଚେକିଂ ବେଳେ କାର୍‌ରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ

ବୌଦ୍ଧ ୧୩।୫: ବୌଦ୍ଧ ଫ୍ଲାଇଂ ସ୍କ୍ୱାଡ୍ ଦ୍ଵାରା ସୀମାରେ ବ୍ଲକିଂ ଏବଂ ଚେକିଂ ବେଳେ ଏକ ଗାଡ଼ିରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବା ଜଣାପଡିଛି । ପୁରୁଣା କଟକ ଥାନା ଅନ୍ତର୍ଗତ କଲରାକୋଠା ଠାରେ ଚେକିଂ ବେଳେ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗାଡ଼ିକୁ ଅଟକାଇ ତନଖି କରିଥିଲେ ଫ୍ଲାଇଂ ସ୍କ୍ୱାଡ୍ । ତେବେ ସେହି ଗାଡ଼ିରେ କିଛି ଟଙ୍କା ଥିବା ଦେଖିବାକୁ ପାଇଥିଲେ ଫ୍ଲାଇଂ ସ୍କ୍ୱାର୍ଡ । ତେବେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ମହିଳା ରହିଥିବା ବେଳେ ସମସ୍ତଙ୍କୁ ଅଟକ ରଖିବା ସହିତ ଗାଡ଼ିରୁ ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି ପୁରୁଣା କଟକ ପୋଲିସ । ତେବେ ଏ ଦୁଇ ମହିଳା କିଏ ଏବଂ କେଉଁଠାରୁ ଏମାନେ ଏ ଟଙ୍କା ନେଉଥିଲେ ଏବଂ କେଉଁ କାରଣରୁ ଏତେ ଟଙ୍କା ନେଇ ଯାଉଥିଲେ ସେ ଦିଗରେ ପୁରୁଣା କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।You Can Read :ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକରୀ ଖାଦ୍ୟ ପ୍ରସ୍ତୃତି ପ୍ରଶିକ୍ଷଣ ଆରମ୍ଭ

ଚେକିଂ ବେଳେ କାର୍‌ରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ

ବୌଦ୍ଧ ୧୩।୫: ବୌଦ୍ଧ ଫ୍ଲାଇଂ ସ୍କ୍ୱାଡ୍ ଦ୍ଵାରା ସୀମାରେ ବ୍ଲକିଂ ଏବଂ ଚେକିଂ ବେଳେ ଏକ ଗାଡ଼ିରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବା ଜଣାପଡିଛି । ପୁରୁଣା କଟକ ଥାନା ଅନ୍ତର୍ଗତ କଲରାକୋଠା ଠାରେ ଚେକିଂ ବେଳେ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗାଡ଼ିକୁ ଅଟକାଇ ତନଖି କରିଥିଲେ ଫ୍ଲାଇଂ ସ୍କ୍ୱାଡ୍ । ତେବେ ସେହି ଗାଡ଼ିରେ କିଛି ଟଙ୍କା ଥିବା ଦେଖିବାକୁ ପାଇଥିଲେ ଫ୍ଲାଇଂ ସ୍କ୍ୱାର୍ଡ । 

ତେବେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ମହିଳା ରହିଥିବା ବେଳେ ସମସ୍ତଙ୍କୁ ଅଟକ ରଖିବା ସହିତ ଗାଡ଼ିରୁ ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି ପୁରୁଣା କଟକ ପୋଲିସ । ତେବେ ଏ ଦୁଇ ମହିଳା କିଏ ଏବଂ କେଉଁଠାରୁ ଏମାନେ ଏ ଟଙ୍କା ନେଉଥିଲେ ଏବଂ କେଉଁ କାରଣରୁ ଏତେ ଟଙ୍କା ନେଇ ଯାଉଥିଲେ ସେ ଦିଗରେ ପୁରୁଣା କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

You Can Read :

ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକରୀ ଖାଦ୍ୟ ପ୍ରସ୍ତୃତି ପ୍ରଶିକ୍ଷଣ ଆରମ୍ଭ