ଚୋରି ବାଇକ୍ ଉଦ୍ଧାର, ଦୁଇ ନାବାଳକଙ୍କ ସହ ଜଣେ ଯୁବକ ଗିରଫ

ଗୁଣୁପୁର ୨୧।୭: ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ଚାରୋଟି ଚୋରି ବାଇକ୍ ଜବତ କରିଛି । ବାଇକ୍ ଚୋରି ଘଟଣାରେ ଦୁଇ ନାବାଳକ ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଗୁଣୁପୁର ଆମ୍ବେଦକର କଲୋନୀର ୨୬ ବର୍ଷ ବୟସ୍କ କୁନାଲ ମିଶାଲ ବୋଲି ପୋଲିସ କହିଛି । ଚାରୋଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ବିଶାଖାପାଟଣାର ହୋଇଥିବା ବେଳେ ଆଉ ଗୋଟିଏ ବାଇକ୍ ଗଜପତି ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଦୁଇଟି ବାଇକ୍ ଗୁଣୁପୁର ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ  ବାବୁଲି ନାୟକ ସୂଚନା ଦେଇଛନ୍ତି । You Can Read:ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ ଅଭିଯୁକ୍ତ ଗିରଫ, ଟଙ୍କା କାରବାରକୁ ନେଇ ହୋଇଥିଲା ଅପହରଣ

ଚୋରି ବାଇକ୍ ଉଦ୍ଧାର, ଦୁଇ ନାବାଳକଙ୍କ ସହ ଜଣେ ଯୁବକ ଗିରଫ

ଗୁଣୁପୁର ୨୧ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ଚାରୋଟି ଚୋରି ବାଇକ୍ ଜବତ କରିଛି । ବାଇକ୍ ଚୋରି ଘଟଣାରେ ଦୁଇ ନାବାଳକ ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଗୁଣୁପୁର ଆମ୍ବେଦକର କଲୋନୀର ୨୬ ବର୍ଷ ବୟସ୍କ କୁନାଲ ମିଶାଲ ବୋଲି ପୋଲିସ କହିଛି । ଚାରୋଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ବିଶାଖାପାଟଣାର ହୋଇଥିବା ବେଳେ ଆଉ ଗୋଟିଏ ବାଇକ୍ ଗଜପତି ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଦୁଇଟି ବାଇକ୍ ଗୁଣୁପୁର ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ  ବାବୁଲି ନାୟକ ସୂଚନା ଦେଇଛନ୍ତି । 

You Can Read:

ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ ଅଭିଯୁକ୍ତ ଗିରଫ, ଟଙ୍କା କାରବାରକୁ ନେଇ ହୋଇଥିଲା ଅପହରଣ