ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ କଲା କାନପୁର ପୋଲିସ

ଆଠଗଡ଼ ୧୪।୭: ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରିଛି କଟକ ଜିଲ୍ଲା କାନପୁର ପୋଲିସ । ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ଵର ଛକରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଧରିଲା କାନପୁର ପୋଲିସ । ୧୪ ଚକିଆ ଟ୍ରକ୍ ଜବତ କରିବା ସହ ଗାଈ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ଚିକିତ୍ସା ପରେ ଗୋଶାଳାକୁ ପଠାଇ ଦେଇଛି କାନପୁର ପୋଲିସ l ଗାଡ଼ିରେ ୫୦ରୁ ଅଧିକ ଗୋରୁ ଅତି ଅମାନୁଷିକ ଭାବେ ଗୋରୁ ଗୁଡିକୁ ଟ୍ରକରେ ଅଣାଯାଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଗାଡ଼ିକୁ ଜବତ କରିଥିବା ସୂଚନା ଦେଇଛନ୍ତି କାନପୁର ଥାନା ଅଧିକାରୀ ।You Can Read:ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ, ୩ ଟ୍ରାକ୍ଟର ଜବତ ସହ ୨ ଗିରଫ

ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ କଲା କାନପୁର ପୋଲିସ

ଆଠଗଡ଼ ୧୪।୭: ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରିଛି କଟକ ଜିଲ୍ଲା କାନପୁର ପୋଲିସ । 

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ଵର ଛକରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଧରିଲା କାନପୁର ପୋଲିସ । ୧୪ ଚକିଆ ଟ୍ରକ୍ ଜବତ କରିବା ସହ ଗାଈ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ଚିକିତ୍ସା ପରେ ଗୋଶାଳାକୁ ପଠାଇ ଦେଇଛି କାନପୁର ପୋଲିସ l ଗାଡ଼ିରେ ୫୦ରୁ ଅଧିକ ଗୋରୁ ଅତି ଅମାନୁଷିକ ଭାବେ ଗୋରୁ ଗୁଡିକୁ ଟ୍ରକରେ ଅଣାଯାଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଗାଡ଼ିକୁ ଜବତ କରିଥିବା ସୂଚନା ଦେଇଛନ୍ତି କାନପୁର ଥାନା ଅଧିକାରୀ ।

You Can Read:

ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ, ୩ ଟ୍ରାକ୍ଟର ଜବତ ସହ ୨ ଗିରଫ