ଚୋରା ମଦ ଚାଲାଣ ବେଳେ କାର୍ ସହ ଦେଶୀ ମଦ ବସ୍ତା ଜବତ, ଜଣେ ବେପାରୀ ଗିରଫ

ଉଦଳା ୯।୭: ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ଭୁବନେଶ୍ୱର ଭାୟା ବିସିପୁର ଚୋରା ମଦ ଚାଲାଣ ରୁଟ୍ ପାଲଟିଲାଣି । ବିସିପୁର ଅଞ୍ଚଳରୁ କାର୍ ସହିତ ଦେଶୀ ମଦ ବସ୍ତା ଜବତ କରିଛି ପୋଲିସ । ଉଦଳା ଅବକାରୀ ବିଭାଗ ଦ୍ବାରା ଗଞ୍ଜେଇ ଜବତ ହୋଇଛି ।ସୂଚନାଯୋଗ୍ୟ ଯେ, ଏକ ଅଲ୍ଟୋ କାର୍‌ରେ ୬ ଶହ ଲିଟର ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିଲା ଅବକାରୀ ବିଭାଗ । କାର୍ ସହିତ ମଦ ଜବତ ସହ ବେପାରୀକୁ ଗିରଫ କରାଯାଇଛି । ଗିରଫ ବେପାରୀ ଜଣକ ହେଲେ ଦେବାଶିଷ ହାଁସଦା । ଉଦଳାରୁ ଭୁବନେଶ୍ୱର ନେଉଥିବା ବେଳେ ଦେଶୀ ମଦକୁ ମାଡି ବସିଲା ଅବକାରୀ ବିଭାଗ ।You Can Read:ଜଙ୍ଗଲ ଭିତରୁ ୨୦ଲକ୍ଷ ଟଙ୍କାର ଗଚ୍ଛିତ ଗଞ୍ଜେଇ ଜବତ, ପୋଲିସର ଛାନଭିନ୍

ଚୋରା ମଦ ଚାଲାଣ ବେଳେ କାର୍ ସହ ଦେଶୀ ମଦ ବସ୍ତା ଜବତ, ଜଣେ ବେପାରୀ ଗିରଫ

ଉଦଳା ୯।୭: ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ଭୁବନେଶ୍ୱର ଭାୟା ବିସିପୁର ଚୋରା ମଦ ଚାଲାଣ ରୁଟ୍ ପାଲଟିଲାଣି । ବିସିପୁର ଅଞ୍ଚଳରୁ କାର୍ ସହିତ ଦେଶୀ ମଦ ବସ୍ତା ଜବତ କରିଛି ପୋଲିସ । ଉଦଳା ଅବକାରୀ ବିଭାଗ ଦ୍ବାରା ଗଞ୍ଜେଇ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଏକ ଅଲ୍ଟୋ କାର୍‌ରେ ୬ ଶହ ଲିଟର ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିଲା ଅବକାରୀ ବିଭାଗ । କାର୍ ସହିତ ମଦ ଜବତ ସହ ବେପାରୀକୁ ଗିରଫ କରାଯାଇଛି । ଗିରଫ ବେପାରୀ ଜଣକ ହେଲେ ଦେବାଶିଷ ହାଁସଦା । ଉଦଳାରୁ ଭୁବନେଶ୍ୱର ନେଉଥିବା ବେଳେ ଦେଶୀ ମଦକୁ ମାଡି ବସିଲା ଅବକାରୀ ବିଭାଗ ।

You Can Read:

ଜଙ୍ଗଲ ଭିତରୁ ୨୦ଲକ୍ଷ ଟଙ୍କାର ଗଚ୍ଛିତ ଗଞ୍ଜେଇ ଜବତ, ପୋଲିସର ଛାନଭିନ୍