ଛତିଶଗଡ-ତେଲେଙ୍ଗାନା ସୀମାରେ IED ବିସ୍ଫୋରଣ : ୩ ଯବାନ ସହିଦ, ଜଣେ ଗୁରୁତର
ମାଲକାନଗିରି ୮।୫: ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ତେଲେଙ୍ଗାନା ପୋଲିସର ତିନି ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ଯବାନ ଗୁରୁତର ହୋଇଛନ୍ତି । ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୁଲୁଗୁ ଜିଲ୍ଲାର ପେରେରୁ ଓ ୱାଇଜେଡୁ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ହୋଇଛି ।You Can Read:୬ ଦିନ ହେବ ନିଖୋଜ ଥିଲେ ଅମ୍ବିକା, ଏବେ ପୋଖରୀରୁ ମିଳିଲା ମୃତଦେହ
ମାଲକାନଗିରି ୮।୫: ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ତେଲେଙ୍ଗାନା ପୋଲିସର ତିନି ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ଯବାନ ଗୁରୁତର ହୋଇଛନ୍ତି ।
ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୁଲୁଗୁ ଜିଲ୍ଲାର ପେରେରୁ ଓ ୱାଇଜେଡୁ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ହୋଇଛି ।
You Can Read:
୬ ଦିନ ହେବ ନିଖୋଜ ଥିଲେ ଅମ୍ବିକା, ଏବେ ପୋଖରୀରୁ ମିଳିଲା ମୃତଦେହ