ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣି ଦ୍ୱନ୍ଦ୍ୱ ; ମନ୍ତ୍ରୀ କହିଲେ ଠିକ୍ ସମୟରେ ସରକାର ନେବେ ନିଷ୍ପତ୍ତି
କନକ ବ୍ୟୁରୋ: ଚଳିତ ବର୍ଷ କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେ ନେଇ ପୁଣି ଉଠିଛି ପ୍ରଶ୍ନ । ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣି ବଢିଲା ଦ୍ୱନ୍ଦ୍ୱ। କାରଣ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ସରକାର। ଏବର୍ଷ ଛାତ୍ର ସଂସଦ ହେବ ନାହିଁ ବୋଲି ପୂର୍ବରୁ କହିଥିଲେ ଆଇନ ମନ୍ତ୍ରୀ। ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିନି। ଏ ନେଇ କଲେଜଗୁଡିକୁ ପ୍ରସ୍ତତ କରାଯାଇ ଆସନ୍ତା ବର୍ଷ କଲେଜଗୁଡିକୁ ଛାତ୍ର ସଂସଦ ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ଆଇନମନ୍ତ୍ରୀ।

କନକ ବ୍ୟୁରୋ: ଚଳିତ ବର୍ଷ କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେ ନେଇ ପୁଣି ଉଠିଛି ପ୍ରଶ୍ନ । ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣି ବଢିଲା ଦ୍ୱନ୍ଦ୍ୱ। କାରଣ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ସରକାର।
ଏବର୍ଷ ଛାତ୍ର ସଂସଦ ହେବ ନାହିଁ ବୋଲି ପୂର୍ବରୁ କହିଥିଲେ ଆଇନ ମନ୍ତ୍ରୀ। ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିନି। ଏ ନେଇ କଲେଜଗୁଡିକୁ ପ୍ରସ୍ତତ କରାଯାଇ ଆସନ୍ତା ବର୍ଷ କଲେଜଗୁଡିକୁ ଛାତ୍ର ସଂସଦ ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ଆଇନମନ୍ତ୍ରୀ।