ପୋଲିସ ନୁହେଁ, ନିଖୋଜଙ୍କୁ ଖୋଜୁଛି ଖଟିଆ !
ଗାଁ ଦଣ୍ଡରେ ଚାଲିଛି ଖଟିଆ... ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ । ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ଏ ଖଟିଆ କାଳେ ସବୁ ଜଣାଇବ ।