ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି

ପିପିଲି : ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ୩ ଜଣ ଦୁର୍ବୃତ୍ତ ଆସି ନିଆଁ ଲଗାଇଦେଲେ। ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଅଘଟଣ । ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସର ତଦନ୍ତ ଜାରି ରହିଛି । ଆହୁରି […] The post ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି appeared first on KNews Odisha.

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି
fire r

ପିପିଲି : ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ୩ ଜଣ ଦୁର୍ବୃତ୍ତ ଆସି ନିଆଁ ଲଗାଇଦେଲେ। ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଅଘଟଣ । ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସର ତଦନ୍ତ ଜାରି ରହିଛି ।

ଆହୁରି ପଢ଼ନ୍ତୁ :  ଖଣ୍ଡଗିରି ଥାନା SI ସସ୍‌ପେଣ୍ଡ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର

The post ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି appeared first on KNews Odisha.