ଛୁଆକୁ ଧରି ନଦୀକୁ ଡେଇଁ ଆତ୍ମହତ୍ୟା କଲା ମାଆ

ପିପିଲି: ଛୁଆକୁ ଧରି ନଦୀକୁ ଡେଇଁ ଆତ୍ମହତ୍ୟା କଲା ମାଆ । ଚାଲିଚାଲିଆସି ନିମାପଡ଼ା ପିପିଲି ରାସ୍ତା ହରିପୁର ବ୍ରିଜ ଉପରୁ ଭାର୍ଗବୀ ନଦୀକୁ ଡେଇଁଥିଲେ ଉଭୟ। ପିପିଲି ସୁନାପଦା ନିକଟରେ ମହିଳା ଓ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ପରିଚୟ ମିଳି ନ ଥିଲା ବେଳେ ନଦୀକୁ ପିଲ କୁ ଧରି କାହିଁକି ଡେଇଁଲେ ତାହା ଅସ୍ପଷ୍ଟ ରହିଛି।

ଛୁଆକୁ ଧରି ନଦୀକୁ ଡେଇଁ ଆତ୍ମହତ୍ୟା କଲା ମାଆ
class-3-student-drowned-in-a-drain-near-the-school-in-nuapada