ଜଙ୍ଗଲରୁ ଆସୁଛି ବୁଦା ଭିତରେ ଲୁଚୁଛି ଆଉ ମୌକା ଦେଖି ଉପରକୁ ଆକ୍ରମଣ କରୁଛି..ବଡ ସାନ ମହିଳା ପୁରୁଷ କିଛି ମାନୁନି
ମାତିଛି ଜଙ୍ଗଲୀ ବାରହା। ପାଗଳ ପ୍ରାୟ ଏହି ଜଙ୍ଗଲୀ ବାରହା ଆକ୍ରମଣରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନନ୍ତରିତ କରାଯାଇଛି, ଏଭଳି ଚାଞ୍ଚଲ୍ୟ