ଜଜ୍ଙ୍କ ଘରେ ପଶିଲେ ଚୋର, ଖାଇଲେ ଚକୁଳି ଲୁଟିଲା ସୁନା
କାଙ୍ଗାଳିଆ ଚୋର... ଭୋକରେ ହେଉଥିଲେ ଆଉଟୁପାଉଟୁ... ଘରେ ପଶିଲେ... ଗରମ ଗରମ ଚକୁଳି ବନେଇଲେ... ଆରାମରେ ଖାଲଲେ... ଆଉ ତା’ ପରେ ଚା’ କରି ପିଇଲେ । ଶେଷରେ ଫ୍ରିଜ୍ରୁ ମିଠା କଢ଼ି ଖାଇବା ପରେ ଥଣ୍ଡା ବି ପିଇଲେ । ଆଉ ତ’ ପରେ ଲୁଟିନେଲେ ସୁନା ଅଳଙ୍କାର ।