ଜଣେ ବରକୁ ଦୁଇ କନିଆଁ, ଗୋଟିଏ ବେଦୀରେ ପଡିଲା ହାତଗଣ୍ଠି

ଗୋଟିଏ ବେଦୀରେ ପଡ଼ିଲା ୨ଟି ହାତଗଣ୍ଠି । ଜଣେ ପୁରୁଷ ଗୋଟିଏ ବେଦୀରେ ଦୁଇଜଣ ମହିଳାଙ୍କୁ ସିନ୍ଦୁର ପିନ୍ଧାଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ ।

ଜଣେ ବରକୁ ଦୁଇ କନିଆଁ, ଗୋଟିଏ ବେଦୀରେ ପଡିଲା ହାତଗଣ୍ଠି
Array