ଜନବସତି ମୁହାଁ ୨୫ ଟିକିଆ ହାତୀ ପଲ, ଗତିବିଧି ଉପରେ ବନବିଭାଗର ନଜର

ଭଞ୍ଜନଗର ୨।୫: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ଜୟମଙ୍ଗଳ ଗାଁ ନିକଟରେ ୨୫ ଟିକିଆ ହାତୀପଲ । ଏକ ଜଳାଶୟ ନିକଟରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ହାତୀମାନେ କେବେ ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି ତ ଆଉ କେବେ ଏହି ଜୟମଙ୍ଗଳ ଜଳାଶୟ ନିକଟରେ ପାଣିରେ ଖେଳିବା ସହ ପାଣି ପିଇବା ପାଇଁ ଆସୁଛନ୍ତି l ଗୋଟିଏ ପଟେ ଜଙ୍ଗଲରେ ଲାଗିଛି ନିଆଁ ଅନ୍ୟପଟେ ପ୍ରଖର ଖରା ହେବାରୁ ଜଙ୍ଗଲରେ ଝରଣା ଶୁଖିଲା ପଡିଛି । ତେଣୁ ପାଣି ଆଶାରେ ହାତୀମାନେ ଗାଁ ମୁହାଁ ହୋଇଛନ୍ତି l ବନବିଭାଗ ଏମାନଙ୍କ ଗତିବିଧି ଉପରେ ନଜର ରଖିଛି lYou Can Read :ଏଯାଏଁ ମିଳିନି ଟିକେଟ୍, ନୋମିନେସନ ପାଇଁ ଡେଟ୍ ଫାଇନାଲ୍ କଲେଣି ଆଶାୟୀ ସନ୍ତୋଷ ଖଟୁଆ 

ଜନବସତି ମୁହାଁ ୨୫ ଟିକିଆ ହାତୀ ପଲ, ଗତିବିଧି ଉପରେ ବନବିଭାଗର ନଜର

ଭଞ୍ଜନଗର ୨।୫: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ଜୟମଙ୍ଗଳ ଗାଁ ନିକଟରେ ୨୫ ଟିକିଆ ହାତୀପଲ । ଏକ ଜଳାଶୟ ନିକଟରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ହାତୀମାନେ କେବେ ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି ତ ଆଉ କେବେ ଏହି ଜୟମଙ୍ଗଳ ଜଳାଶୟ ନିକଟରେ ପାଣିରେ ଖେଳିବା ସହ ପାଣି ପିଇବା ପାଇଁ ଆସୁଛନ୍ତି l 

ଗୋଟିଏ ପଟେ ଜଙ୍ଗଲରେ ଲାଗିଛି ନିଆଁ ଅନ୍ୟପଟେ ପ୍ରଖର ଖରା ହେବାରୁ ଜଙ୍ଗଲରେ ଝରଣା ଶୁଖିଲା ପଡିଛି । ତେଣୁ ପାଣି ଆଶାରେ ହାତୀମାନେ ଗାଁ ମୁହାଁ ହୋଇଛନ୍ତି l ବନବିଭାଗ ଏମାନଙ୍କ ଗତିବିଧି ଉପରେ ନଜର ରଖିଛି l

You Can Read :

ଏଯାଏଁ ମିଳିନି ଟିକେଟ୍, ନୋମିନେସନ ପାଇଁ ଡେଟ୍ ଫାଇନାଲ୍ କଲେଣି ଆଶାୟୀ ସନ୍ତୋଷ ଖଟୁଆ