ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ

ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍ ୨ ର ସୁଟିଂ କରୁଥିବରୁ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଳନ ସମୟରେ ଲୋକପ୍ରିୟ ଗାୟକ-ରାପର ୟୋ ୟୋ ହନି ସିଂ ବ୍ୟତୀତ ଅନ୍ୟ କେହି ନ ଥିଲେ। କେବଳ ସେତିକି ନୁହେଁ, ଶେଷରେ ଜନ୍ମଦିନର ଉର୍ବଶୀଙ୍କୁ ୩ କୋଟି ଟଙ୍କା ମୂଲ୍ୟର ଏକ ସୁନା କେକ୍ […] The post ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ appeared first on Dharitri Odia News.

ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ

ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍ ୨ ର ସୁଟିଂ କରୁଥିବରୁ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଳନ ସମୟରେ ଲୋକପ୍ରିୟ ଗାୟକ-ରାପର ୟୋ ୟୋ ହନି ସିଂ ବ୍ୟତୀତ ଅନ୍ୟ କେହି ନ ଥିଲେ। କେବଳ ସେତିକି ନୁହେଁ, ଶେଷରେ ଜନ୍ମଦିନର ଉର୍ବଶୀଙ୍କୁ ୩ କୋଟି ଟଙ୍କା ମୂଲ୍ୟର ଏକ ସୁନା କେକ୍ ଦେଇଥିଲେ ହନି ସିଂ।