ଜମ୍ମୁ-କଶ୍ମୀର ନିର୍ବାଚନ: କଂଗ୍ରେସ-ଏନ୍ସି ମଧ୍ୟରେ ବୁଝାମଣା, କିଏ କେତେ ଆସନରେ ଲଢ଼ିବେ ଜାଣନ୍ତୁ…
ଶ୍ରୀନଗର,୨୬ା୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସୋମବାର ଚୂଡ଼ାନ୍ତ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଏନ୍ସି ୫୧ ଆସନରେ ଲଢ଼ିବାକୁ ଥିବାବେଳେ ସହଯୋଗୀ ଦଳ କଂଗ୍ରେସ ୩୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଛି। ଏହା ବ୍ୟତୀତ ମେଣ୍ଟ ସହଯୋଗୀ ସିପିଆଇ(ଏମ୍) ଏବଂ ଜମ୍ମୁ-କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟି (ଜେକେଏନ୍ପିପି)କୁ ଗୋଟିଏ ଲେଖାଏ ଆସନ ଛଡ଼ାଯାଇଛି। ଅବଶିଷ୍ଟ ୫ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତା […] The post ଜମ୍ମୁ-କଶ୍ମୀର ନିର୍ବାଚନ: କଂଗ୍ରେସ-ଏନ୍ସି ମଧ୍ୟରେ ବୁଝାମଣା, କିଏ କେତେ ଆସନରେ ଲଢ଼ିବେ ଜାଣନ୍ତୁ… appeared first on Dharitri Odia News.
ଶ୍ରୀନଗର,୨୬ା୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସୋମବାର ଚୂଡ଼ାନ୍ତ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଏନ୍ସି ୫୧ ଆସନରେ ଲଢ଼ିବାକୁ ଥିବାବେଳେ ସହଯୋଗୀ ଦଳ କଂଗ୍ରେସ ୩୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଛି। ଏହା ବ୍ୟତୀତ ମେଣ୍ଟ ସହଯୋଗୀ ସିପିଆଇ(ଏମ୍) ଏବଂ ଜମ୍ମୁ-କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟି (ଜେକେଏନ୍ପିପି)କୁ ଗୋଟିଏ ଲେଖାଏ ଆସନ ଛଡ଼ାଯାଇଛି।
ଅବଶିଷ୍ଟ ୫ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନ୍ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ସୋମବାର ଦିବସବ୍ୟାପୀ ଆଲୋଚନା ପରେ କେଉଁ ଦଳ କେତେ ଆସନରେ ଲଢ଼ିବେ, ତାହା ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା। ତେବେ ବିଭିନ୍ନ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଆସନ ତାଲିକା ଏ
The post ଜମ୍ମୁ-କଶ୍ମୀର ନିର୍ବାଚନ: କଂଗ୍ରେସ-ଏନ୍ସି ମଧ୍ୟରେ ବୁଝାମଣା, କିଏ କେତେ ଆସନରେ ଲଢ଼ିବେ ଜାଣନ୍ତୁ… appeared first on Dharitri Odia News.