ଜମ୍ମୁ କଶ୍ମୀରରେ ଭୂକମ୍ପ: ଲୋକେ ଭୟଭୀତ
ଶ୍ରୀନଗର,୧୬।୧: ଜମ୍ମୁ କଶ୍ମୀରରେ କିଶ୍ଟଓ୍ବାରରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ,ସକାଳ ୮.୫୩ରେ କିଶ୍ଟଓ୍ବାରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ର ମାପ କରାଯାଇଥିଲା। ଏହି କାରଣରୁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଭୂକମ୍ପ ଅନୁଭୂତ ହେବା କ୍ଷଣି ଲୋକେ ଭୟରେ ଘରୁ ବହାରକୁ ପଳାଇଆସିଥିଲେ। The post ଜମ୍ମୁ କଶ୍ମୀରରେ ଭୂକମ୍ପ: ଲୋକେ ଭୟଭୀତ appeared first on Dharitri Odia News.
ଶ୍ରୀନଗର,୧୬।୧: ଜମ୍ମୁ କଶ୍ମୀରରେ କିଶ୍ଟଓ୍ବାରରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ,ସକାଳ ୮.୫୩ରେ କିଶ୍ଟଓ୍ବାରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ର ମାପ କରାଯାଇଥିଲା। ଏହି କାରଣରୁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଭୂକମ୍ପ ଅନୁଭୂତ ହେବା କ୍ଷଣି ଲୋକେ ଭୟରେ ଘରୁ ବହାରକୁ ପଳାଇଆସିଥିଲେ।
The post ଜମ୍ମୁ କଶ୍ମୀରରେ ଭୂକମ୍ପ: ଲୋକେ ଭୟଭୀତ appeared first on Dharitri Odia News.