ଜଲାପୁଟ ଡ୍ୟାମ୍‌ରେ ଡ଼ଙ୍ଗା ବୁଡି : ୭୦ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ଏବେବି ନିଖୋଜ

କୋରାପୁଟ ୪।୨: ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୭୦ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର l ଆଉ ଜଣେ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳିପାରିନାହିଁ । କୋରାପୁଟ ଓଡ଼୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଅପରେସନ ଜାରି ରଖିଛନ୍ତି l ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମର ୩ଜଣ ନାବାଳକ ମୋବାଇଲରେ ରିଲ୍ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଦୀକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡ଼ି ଯାଇଥିଲା l ଜଣେ ନାବାଳକ ପହଁରି ପହଁରି ଆସି ଯାଇଥିଲେ । କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l ମଙ୍ଗଳବାର ଅମିତଙ୍କ ମୃତଦେହ ବାହାରିବା ପରେ ପରିବାରବଗ୍ର ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି l ଏହାକୁ ନେଇ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି lYou Can Read:SCBରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ମିଳିବ ଉନ୍ନତ ଚିକିତ୍ସା

ଜଲାପୁଟ ଡ୍ୟାମ୍‌ରେ ଡ଼ଙ୍ଗା ବୁଡି : ୭୦ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ଏବେବି ନିଖୋଜ

କୋରାପୁଟ ୪: ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୭୦ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର l ଆଉ ଜଣେ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳିପାରିନାହିଁ । କୋରାପୁଟ ଓଡ଼୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଅପରେସନ ଜାରି ରଖିଛନ୍ତି l 

ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମର ୩ଜଣ ନାବାଳକ ମୋବାଇଲରେ ରିଲ୍ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଦୀକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡ଼ି ଯାଇଥିଲା l ଜଣେ ନାବାଳକ ପହଁରି ପହଁରି ଆସି ଯାଇଥିଲେ । କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l ମଙ୍ଗଳବାର ଅମିତଙ୍କ ମୃତଦେହ ବାହାରିବା ପରେ ପରିବାରବଗ୍ର ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି l ଏହାକୁ ନେଇ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l

You Can Read:

SCBରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ମିଳିବ ଉନ୍ନତ ଚିକିତ୍ସା