ଜଳ ସମ୍ପଦ ବିଭାଗ JEଙ୍କ ଆତ୍ମହତ୍ୟା, ବେକରେ ରଶି ଲଗାଇ ଝୁଲି ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ବୌଦ୍ଧ: ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା । କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜ ସରକାରୀ କ୍ୱାର୍ଟରରେ କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ପଙ୍ଖାରେ ଦଉଡ଼ି ଦେଇ କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । Also read: ତେନ୍ତୁଳି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ The post ଜଳ ସମ୍ପଦ ବିଭାଗ JEଙ୍କ ଆତ୍ମହତ୍ୟା, ବେକରେ ରଶି ଲଗାଇ ଝୁଲି ପଡ଼ିଲେ କନିଷ୍ଠ ଯନ୍ତ୍ରୀ appeared first on Prameya News7.

ଜଳ ସମ୍ପଦ ବିଭାଗ JEଙ୍କ ଆତ୍ମହତ୍ୟା, ବେକରେ ରଶି ଲଗାଇ ଝୁଲି ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ବୌଦ୍ଧ: ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା । କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜ ସରକାରୀ କ୍ୱାର୍ଟରରେ କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ପଙ୍ଖାରେ ଦଉଡ଼ି ଦେଇ କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

Also read: ତେନ୍ତୁଳି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ

The post ଜଳ ସମ୍ପଦ ବିଭାଗ JEଙ୍କ ଆତ୍ମହତ୍ୟା, ବେକରେ ରଶି ଲଗାଇ ଝୁଲି ପଡ଼ିଲେ କନିଷ୍ଠ ଯନ୍ତ୍ରୀ appeared first on Prameya News7.