ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଜୀବନ୍ତ ଦଗ୍ଧ
ଝାରସୁଗୁଡ଼ା: ଦୁର୍ଘଟଣାରେ ଓଲଟି ପଡ଼ିଲା ପିଚୁ ବୋଝେଇ ଟ୍ୟାଙ୍କର। ଆଉ ଲାଗିଗଲା ନିଆଁ, ଯେଉଁଥିରେ ପୋଡ଼ି ହୋଇ ଡ୍ରାଇଭର ମୃତ। ଘଟଣା ଘଟିଛି ଝାସୁଗଡ଼ା-କୋଲାବିରା ରାସ୍ତାର ଶିରିଆପାଲି ବ୍ରିଜରେ।ସୂଚନା ଅନୁଯାୟୀ, ଏଠାରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରେ ଅଗ୍ନିକାଣ୍ଡ ହୋଇଥିଲା। ଆଉ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ଡ୍ରାଇଭର। ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ଡ୍ରାଇଭରର ମରଶରୀରକୁ ବାହାର କରିବାକୁ ଉଦ୍ୟମ ଚଳାଇଛି ଝାରସୁଗୁଡା ପୋଲିସ।Updating...Also Read: ଭୁବନେଶ୍ଵରରେ “ସେଫ ସିଟି ଡ୍ରାଇଭ”, ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ
ଝାରସୁଗୁଡ଼ା: ଦୁର୍ଘଟଣାରେ ଓଲଟି ପଡ଼ିଲା ପିଚୁ ବୋଝେଇ ଟ୍ୟାଙ୍କର। ଆଉ ଲାଗିଗଲା ନିଆଁ, ଯେଉଁଥିରେ ପୋଡ଼ି ହୋଇ ଡ୍ରାଇଭର ମୃତ। ଘଟଣା ଘଟିଛି ଝାସୁଗଡ଼ା-କୋଲାବିରା ରାସ୍ତାର ଶିରିଆପାଲି ବ୍ରିଜରେ।
ସୂଚନା ଅନୁଯାୟୀ, ଏଠାରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରେ ଅଗ୍ନିକାଣ୍ଡ ହୋଇଥିଲା। ଆଉ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ଡ୍ରାଇଭର। ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ଡ୍ରାଇଭରର ମରଶରୀରକୁ ବାହାର କରିବାକୁ ଉଦ୍ୟମ ଚଳାଇଛି ଝାରସୁଗୁଡା ପୋଲିସ।
Updating...
Also Read: ଭୁବନେଶ୍ଵରରେ “ସେଫ ସିଟି ଡ୍ରାଇଭ”, ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ