ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା
ଭୁବନେଶ୍ୱର,୨୧ା୪: ରାଜ୍ୟରେ ତାତି ବଢ଼ି ଚାଲିଛି। ଲୋକେ ଖରାଗରମରେ ଆଉଟୁପାଉଟୁ ହେଉଛନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଛି। ଆଜି କେନ୍ଦୁଝର ଏବଂ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣତ ହୋଇଛି। The post ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା appeared first on Dharitri Odia News.
ଭୁବନେଶ୍ୱର,୨୧ା୪: ରାଜ୍ୟରେ ତାତି ବଢ଼ି ଚାଲିଛି। ଲୋକେ ଖରାଗରମରେ ଆଉଟୁପାଉଟୁ ହେଉଛନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଛି। ଆଜି କେନ୍ଦୁଝର ଏବଂ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣତ ହୋଇଛି।
The post ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା appeared first on Dharitri Odia News.