ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି !

ନୂଆଦିଲ୍ଲୀ,୨୧।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ। ତେବେ ୪ ଏମ୍‌ପି ଭାଜପା ଏବଂ ୩ ଅନ୍ୟ ଦଳରେ ସାମିଲ ହେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯଦି ଏଭଳି ହୁଏ ତେବେ ମାୟାବତୀଙ୍କ ଲାଗି […] The post ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି ! appeared first on Dharitri Odia News.

ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି !

ନୂଆଦିଲ୍ଲୀ,୨୧।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ। ତେବେ ୪ ଏମ୍‌ପି ଭାଜପା ଏବଂ ୩ ଅନ୍ୟ ଦଳରେ ସାମିଲ ହେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯଦି ଏଭଳି ହୁଏ ତେବେ ମାୟାବତୀଙ୍କ ଲାଗି ଅଡ଼ୁଆ ବଢ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

The post ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି ! appeared first on Dharitri Odia News.