ଆକ୍ସନରେ ଆର୍ଟିଓ, ଯାତ୍ରୀବାହୀ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା
କଟକ ୩୧।୦୭ : ଯାତ୍ରୀବାହୀ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା । କଟକ ଆର୍ଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ବସ୍ରେ ଏକାଧିକା କାଗଜପତ୍ର ନଥିବା ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ କଟକରେ ଶିବଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍କୁ ଜରିମାନା ଦିଆଯାଇଛି । କଟକ ଆରଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ବିନା ପରମିଟ୍ ଏବଂ ଫିଟ୍ନେସ୍ରେ ଚାଲୁଥିଲା ବସ୍ । ଏପିରିକି ବସ୍ର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍ ବି ନଥିଲା । ଯାହାଫଳରେ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକ ଆର୍ଟିଓ ।
କଟକ ୩୧।୦୭ : ଯାତ୍ରୀବାହୀ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା । କଟକ ଆର୍ଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ବସ୍ରେ ଏକାଧିକା କାଗଜପତ୍ର ନଥିବା ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ଦିନ କଟକରେ ଶିବଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍କୁ ଜରିମାନା ଦିଆଯାଇଛି । କଟକ ଆରଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ବିନା ପରମିଟ୍ ଏବଂ ଫିଟ୍ନେସ୍ରେ ଚାଲୁଥିଲା ବସ୍ । ଏପିରିକି ବସ୍ର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍ ବି ନଥିଲା । ଯାହାଫଳରେ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକ ଆର୍ଟିଓ ।