ଜାଣନ୍ତୁ ଆଜିର ରାଶିଫଳ, ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

ମେଷ : ଆଜି ନିଜ ଘରକୁ ମରାମତି କରିପାରନ୍ତି । କୌଣସି କାର୍ଯ୍ୟରେ ତରତର ହୁଅନ୍ତୁ ନାହିଁ । ଅଫିସ୍‌ରେ ସହକର୍ମୀ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ସନ୍ତାନର ସଙ୍ଗତି ପ୍ରତି ଧ୍ୟାନ ଦିଅନ୍ତୁ । ବୃଷ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରି କାମ କରିବାକୁ ପଡ଼ିବ । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ । ମିଥୁନ : […] The post ଜାଣନ୍ତୁ ଆଜିର ରାଶିଫଳ, ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ appeared first on KNews Odisha.

ଜାଣନ୍ତୁ ଆଜିର ରାଶିଫଳ, ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ
rasiphala

ମେଷ : ଆଜି ନିଜ ଘରକୁ ମରାମତି କରିପାରନ୍ତି । କୌଣସି କାର୍ଯ୍ୟରେ ତରତର ହୁଅନ୍ତୁ ନାହିଁ । ଅଫିସ୍‌ରେ ସହକର୍ମୀ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ସନ୍ତାନର ସଙ୍ଗତି ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରି କାମ କରିବାକୁ ପଡ଼ିବ । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ ।

ମିଥୁନ : ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । ନଚେତ୍‌ ସେ କୌଣସି ଭୁଲ୍‌ ସଙ୍ଗତିରେ ପଡ଼ିପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସୂଚନା ମିଳିବ ।

କର୍କଟ : ଆଜି ଆପଣଙ୍କର ସୁଖ, ସମୃଦ୍ଧି ବଢ଼ିବ । ପ୍ରିୟଜନଙ୍କ ସହିତ ସମ୍ପର୍କ ବଜାୟ ରଖନ୍ତୁ । ଘରେ ଚାଲିଥିବା ସମସ୍ୟାକୁ ନେଇ କୌଣସି ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇପାରନ୍ତି ।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ଘରକୁ ଅତିଥି ଆସିପାରନ୍ତି । କୌଣସି ସୁଖ, ସୁବିଧା ବସ୍ତୁ କିଣିପାରନ୍ତି । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା : ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ବେପାରରେ ଲାଭ ମିଳିବ । ସାମାଜିକ କାର୍ଯ୍ୟକଳାପ ପ୍ରତି ରୁଚି ବଢ଼ିବ । ଅଯଥା କିଣାକିଣିରେ ଧନ ଖର୍ଚ୍ଚ ବଢ଼ିପାରେ ।

ତୁଳା : ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ । ଏଥିପାଇଁ ଅନୁଭବୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ବିଛା : କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢ଼ିବ । ମନବାଞ୍ଛା ପୂରଣ ହେବା ଦ୍ୱାରା ଆପଣଙ୍କ ଖୁସିର ଠିକଣା ରହିବ ନାହିଁ ।

ଧନୁ : ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଯୋଗ୍ୟତା ଅନୁସାରେ କାମ ମିଳିବ ।

ମକର : ଦିନଟି ଆପଣଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ରହିବ । ବରିଷ୍ଠ ଲୋକଙ୍କଠାରୁ କିଛି ଭଲ କଥା ଶିଖିବାକୁ ପାଇବେ । କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ମିଳିବା ଦ୍ୱାରା ଆପଣ ଖୁସି ହେବେ ।

କୁମ୍ଭ : ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ । ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଆପଣଙ୍କର ଭଲ ବ୍ୟବହାର ଯୋଗୁ ଆପଣଙ୍କ ମିତ୍ର ସଂଖ୍ୟା ବଢ଼ିବ ।

ମୀନ : ଆପଣ ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଧନର କିଛି ଭାଗ ଆପଣ ଦାନ ପୁଣ୍ୟରେ ମଧ୍ୟ ବିନିଯୋଗ କରିବେ । ମନରେ ସକାରାତ୍ମକ ଚିନ୍ତାଧାରା ରହିବ ।

The post ଜାଣନ୍ତୁ ଆଜିର ରାଶିଫଳ, ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ appeared first on KNews Odisha.