ମାଓ ବିସ୍ପୋରକ ସାମଗ୍ରୀ ଜବତ, ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ
ମାଲକାନଗିରି : ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଯୋଜନା ପଣ୍ଡ କରିଛି BSF ଜବାନ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲ ରେ BSF ଜବାନଙ୍କୁ ବଡ଼ ସଫଳତା। BSF ର 142 ବାଟାଲିୟନ ଜବାନଙ୍କ କୁମ୍ବିଙ୍ଗ ଅପରେସେନ ବେଳେ 3ଟି ଲ୍ୟାଣ୍ଡମାଇଁ, କାଡ଼େକ୍ସ ତାର ଯିଲଟିନ ଏଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ । ଲ୍ୟାଣ୍ଡମାଇଁନକୁ ଡିଫ୍ୟୁଜ କରି ନଷ୍ଟ କରିଛି bsf ଜବାନ। ବିସ୍ପୋରଣ ଏତେ ଭୟଙ୍କର […] The post ମାଓ ବିସ୍ପୋରକ ସାମଗ୍ରୀ ଜବତ, ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ appeared first on KNews Odisha.

ମାଲକାନଗିରି : ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଯୋଜନା ପଣ୍ଡ କରିଛି BSF ଜବାନ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲ ରେ BSF ଜବାନଙ୍କୁ ବଡ଼ ସଫଳତା। BSF ର 142 ବାଟାଲିୟନ ଜବାନଙ୍କ କୁମ୍ବିଙ୍ଗ ଅପରେସେନ ବେଳେ 3ଟି ଲ୍ୟାଣ୍ଡମାଇଁ, କାଡ଼େକ୍ସ ତାର ଯିଲଟିନ ଏଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ।
ଲ୍ୟାଣ୍ଡମାଇଁନକୁ ଡିଫ୍ୟୁଜ କରି ନଷ୍ଟ କରିଛି bsf ଜବାନ। ବିସ୍ପୋରଣ ଏତେ ଭୟଙ୍କର ଥିଲାଯେ ବଡ଼ ବଡ଼ ଗାଡିକୁ ଉଡ଼ାଇ ଦେବାର କ୍ଷମତା ଥିଲା। ମାଟି ତଳେ ଡ଼ମ୍ପ କରି ରଖିଥିଲେ ମାଓବାଦୀ। ସୁରକ୍ଷା କର୍ମୀ ଜଙ୍ଗଲ ମଧ୍ୟରେ କୁମ୍ବିଙ୍ଗ ଅପରେସେନ ବେଳେ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ ମାଓବାଦୀ। ଆହୁରି ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବିସ୍ପୋରକ ସାମଗ୍ରୀ ଲୁଚାଇ ରଖିଥିବା ଆଶଙ୍କାରେ BSF ଜବାନଙ୍କ ସର୍ଚ୍ଚ ଅପରେସେନ ଜାରି ରହିଛି।
The post ମାଓ ବିସ୍ପୋରକ ସାମଗ୍ରୀ ଜବତ, ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ appeared first on KNews Odisha.