‘ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଇଛନ୍ତି, ଟଙ୍କା ନେଇ ପ୍ରାର୍ଥୀ ଦେଇଛନ୍ତି’
‘ଯିଏ ଖଟୁଛି ସେ ଟିକେଟ୍ ପାଉନି, ଯିଏ ଘରୁ ବାହାରନ୍ତିନି ପାଉଛନ୍ତି ଟିକେଟ’
ଦିନକ ପରେ ସରିଯିବ ନାମାଙ୍କନ। ଶେଷ ମୁହୂର୍ତ୍ତରେ ଟିକେଟ ଫେରାଇ ଦେଲେ ପ୍ରାର୍ଥୀ। ହରଡ଼ଘଣାରେ ପଡିଛି ଦଳ। ପୁରୀ ଲୋକସଭା ଆସନ ପାଇଁ ଟିକେଟ୍ ଫେରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି। ଏଥିପାଇଁ ସେ ଦଳର ନେତାଙ୍କୁ ସିଧା ଦାୟୀ କରିଛନ୍ତି।