ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦାବି ବଢ଼ୁଥିବା ବେଳେ ଆମେରିକା ପରରାଷ୍ଟ୍ର ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ ଉପରୋକ୍ତ ସୂଚନା ଦେଇଛନ୍ତି। ୟୁଏନ୍‌ଏସ୍‌ସିରେ ଭାରତକୁ ସ୍ଥାୟୀ ଆସନ ବିନା ଜାତିସଂଘର କିଛିମାନେ ନାହିଁ ବୋଲି ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ୍‌ ମସ୍କ […] The post ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ appeared first on Dharitri Odia News.

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦାବି ବଢ଼ୁଥିବା ବେଳେ ଆମେରିକା ପରରାଷ୍ଟ୍ର ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ ଉପରୋକ୍ତ ସୂଚନା ଦେଇଛନ୍ତି।

ୟୁଏନ୍‌ଏସ୍‌ସିରେ ଭାରତକୁ ସ୍ଥାୟୀ ଆସନ ବିନା ଜାତିସଂଘର କିଛିମାନେ ନାହିଁ ବୋଲି ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ୍‌ ମସ୍କ କହିଥିଲେ। ଜାତିସଂଘ ସାଧାରଣ ସଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସଂସ୍କାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ ବୋଲି ପଟେଲ କହିଛନ୍ତି।

The post ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ appeared first on Dharitri Odia News.