ଜାନୁଆରୀ ୧୦ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କିଛି କାର୍ଯ୍ୟରେ ସଫଳତା ପ୍ରାପ୍ତ ହେଲେ ମଧ୍ୟ, ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ବାହ୍ୟ ସମସ୍ୟା ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନପାରେ । ଅଙ୍ଗରେ କ୍ଲେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ବୃଷ– ପରିଶ୍ରମ ଅଧିକ ରହିବ। କାର୍ଯ୍ୟରେ ବାଧା ସୃଷ୍ଟି ହେବ । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣ ଯୋଗ ରହିଛି । ବାହ୍ୟସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ । ମିଥୁନ– ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପରିବାରରେ ବାଦ ବିବାଦ ଦେଖାଦେଇପାରେ। ମାଲି ମୋକଦ୍ଦମାରେ ଜୟ ଯୁକ୍ତ ହେବେ । ମାତାପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କର୍କଟ– ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ । ସିଂହ– ସୁଖ ସମ୍ମାନ ଲାଭ କରିବେ । ଘରେ କିମ୍ବା ବାହାରେ ସମ୍ମାନିତ ହେବାର ଯୋଗ ରହିଛି । ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । କିଛି ନୂତନ ସମ୍ପତ୍ତି ଅର୍ଜନ ପାଇଁ ଅନୁକୂଳ ରହିବ ଦିନ

ଜାନୁଆରୀ ୧୦ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କିଛି କାର୍ଯ୍ୟରେ ସଫଳତା ପ୍ରାପ୍ତ ହେଲେ ମଧ୍ୟ, ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ବାହ୍ୟ ସମସ୍ୟା ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନପାରେ । ଅଙ୍ଗରେ କ୍ଲେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ– ପରିଶ୍ରମ ଅଧିକ ରହିବ। କାର୍ଯ୍ୟରେ ବାଧା ସୃଷ୍ଟି ହେବ । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣ ଯୋଗ ରହିଛି । ବାହ୍ୟସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ ।

ମିଥୁନ– ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପରିବାରରେ ବାଦ ବିବାଦ ଦେଖାଦେଇପାରେ। ମାଲି ମୋକଦ୍ଦମାରେ ଜୟ ଯୁକ୍ତ ହେବେ । ମାତାପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

କର୍କଟ– ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ।

ସିଂହ– ସୁଖ ସମ୍ମାନ ଲାଭ କରିବେ । ଘରେ କିମ୍ବା ବାହାରେ ସମ୍ମାନିତ ହେବାର ଯୋଗ ରହିଛି । ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । କିଛି ନୂତନ ସମ୍ପତ୍ତି ଅର୍ଜନ ପାଇଁ ଅନୁକୂଳ ରହିବ ଦିନଟି।

କନ୍ୟା– ଭ୍ରମଣର ଯୋଗ ରହିବ । ମନରେ ଉଚ୍ଚ ଆଶା ଭରି ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।

ତୁଳା– ଘାତ ଚନ୍ଦ୍ର ଯୋଗୁଁ ସାବଧାନତା ଅବଲମ୍ବନ କରିବା ଜରୁରୀ । ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇ ଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ବିଛା– ଉତ୍ତମ ଆୟର ଯୋଗ ରହିଛି। ବିନା କାରଣରେ ଚିନ୍ତିତ ହେବେ । ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ।

ଧନୁ– ଜୀବନରେ କରିଥିବା ଭଲ କର୍ମର ଫଳ ପ୍ରାପ୍ତ ହେବ । ଅନ୍ୟପ୍ରତି ଈର୍ଷା ଭାବ ସୃଷ୍ଟି ହୋଇପାରେ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତି ହେବ ।

ମକର– ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ହଠାତ୍ ଧନ ପ୍ରାପ୍ତି ର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

କୁମ୍ଭ– ଘାତ ଚନ୍ଦ୍ର ରହିଥିବାରୁ ନୂତନ କାର୍ଯ୍ୟ ଅରମ୍ଭ କରନ୍ତୁ ନାହିଁ । ଦାନ ଧର୍ମରେ ମନୋନିବେଶ କରିବେ । ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସି ର ବାର୍ତ୍ତା ମିଳିବ ।

ମୀନ– ବାକି ଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ । ପରିବାରରେ ଶୁଭ କର୍ମ ହେବ । ବ୍ୟବସାୟୀମାନେ ଲାଭବାନ ହେବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ – ୮୨୪୯୮୨୬୬୮

The post ଜାନୁଆରୀ ୧୦ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ appeared first on Prameya News7.