ଜାନୁଆରୀ ୨୨ରେ ଆସାମରେ ମଦ ବିକ୍ରି ନିଷେଧ, ପାଳିତ ହେବ ‘ଶୁଖିଲା ଦିବସ’
ଗୁଆହାଟୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ଚଳିତମାସ ୨୨ରେ ଆସାମରେ ମଦ ବିକ୍ରିକୁ ନିଷେଧ କରାଯାଇଛି। ଆସାମ ସରକାର ଏହି ଦିନକୁ ‘ଡ୍ରାଏ ଡେ’ ଅର୍ଥାତ ଶୁଖିଲା ଦିବସ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ବରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।