ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା

ନୂଆଦିଲ୍ଲୀ,୨୦।୧: ଆଉ କେଇଟା ଦିନ ପରେ ଅଯୋଧ୍ୟାରେ ବିଜେ କରିବେ ଶ୍ରୀରାମ। ଏଥିପାଇଁ ସାରା ଅଯୋଧ୍ୟାରେ ଖୁସିର ମାହୋଲ ଜାରି ରହିଛି। ଏହି ଦିନକୁ ଅନେକ ରାଜ୍ୟ ଛୁଟି ଘୋଷଣା କରିଥିାବେଳେ କେନ୍ଦ୍ର ସରକାର ଓ ଓଡିଶା ସରକାର ଏହିଦିନକୁ ହାଫ୍‌ ଡେ ଛୁଟି ରଖିଛନ୍ତି। କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦୀୟ ଅନୁଷ୍ଠାନ ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନକୁ ଅଧାଦିନ ଛୁଟି ରଖିଛନ୍ତି। ଅର୍ଥାତ୍‌ ଦିନ ୨.୩୦ପରେ କର୍ମଚାରୀମାନେ ଅଫିସ ଆସି କାମ […] The post ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା appeared first on Dharitri Odia News.

ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା

ନୂଆଦିଲ୍ଲୀ,୨୦।୧: ଆଉ କେଇଟା ଦିନ ପରେ ଅଯୋଧ୍ୟାରେ ବିଜେ କରିବେ ଶ୍ରୀରାମ। ଏଥିପାଇଁ ସାରା ଅଯୋଧ୍ୟାରେ ଖୁସିର ମାହୋଲ ଜାରି ରହିଛି। ଏହି ଦିନକୁ ଅନେକ ରାଜ୍ୟ ଛୁଟି ଘୋଷଣା କରିଥିାବେଳେ କେନ୍ଦ୍ର ସରକାର ଓ ଓଡିଶା ସରକାର ଏହିଦିନକୁ ହାଫ୍‌ ଡେ ଛୁଟି ରଖିଛନ୍ତି। କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦୀୟ ଅନୁଷ୍ଠାନ ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନକୁ ଅଧାଦିନ ଛୁଟି ରଖିଛନ୍ତି। ଅର୍ଥାତ୍‌ ଦିନ ୨.୩୦ପରେ କର୍ମଚାରୀମାନେ ଅଫିସ ଆସି କାମ କରିବେ। ତେବେ ଜାନୁଆରୀ ୨୨ରେ ଦେଶର ବ୍ୟାଙ୍କଗୁଡିକ ଖୋଲା ରହିବ କି ନାହିଁ ? ଆସନ୍ତୁ ଜାଣିବା…

ଦେଶରେ ସମସ୍ତ ସରକାରୀ ବ୍ୟାଙ୍କଗୁଡିକ ଅଧା ଦିନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ଅପରାହ୍ନଣ ୨.୩୦ପରେ ଏହି ବ୍ୟାଙ୍କ ଖୋଲିବ। କିନ୍ତୁ ଦେଶର ସବୁ ଘରୋଇ ବ୍ୟାଙ୍କ ଖୋଲା ରହିବ। ଏହିଦିନ ଘରୋଇ ବ୍ୟାଙ୍କର କର୍ମଚାରୀ ସବୁଦିନ ପରି ଫୁଲ ଡ୍ୟୁଟି କରିବେ।

The post ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା appeared first on Dharitri Odia News.