ଜାନୁୟାରୀରେ ବିଜେପି ସଭାପତି ନିର୍ବାଚନ
ଭୁବନେଶ୍ୱର : ବଦଳିବେ ରାଜ୍ୟ ବିଜେପି ସଭାପତି । ସଭାପତି ପଦ ପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ବିଜେପି ର ନୂଆ ସଭାପତି ନିର୍ବାଚନ ହେବ। ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସାଂଗଠନିକ ର୍ନିବାଚନ ଆରମ୍ଭ ହୋଇଛି, ମଣ୍ଡଳ ର୍ନିବାଚନ ଚାଲିଛି। ଜାନୁଆରୀରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି।