ଜାରକା ବଜାରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ାଉ
ଯାଜପୁର,୧୫।୬: ଯାଜପୁର ଜିଲା ଜାରକା ବଜାରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ାଉ ହୋଇଛି। ଯାଜପୁର ଜିଲା ଜାରକା ବଜାରର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଜାରକା ବଜାରରେ ଥିବା ଜଳଖିଆ ଦୋକାନରୁ ରସଗୋଲା,ବରା, ସିଙ୍ଗଡ଼ା ଭଳି ଅନେକ ଖାଦ୍ୟ ସାମଗ୍ରୀ ପରୀକ୍ଷା ପାଇଁ ସଂଗ୍ରହ କରି ନେଇଛନ୍ତି। ଏହାର ପ୍ରଭାବରେ ଜାରକା ବଜାରରେ ଗୁପଚୁପ, ଦହିବରା ବେପାରୀମାନେ ଷ୍ଟଲ ଉଠାଇ ନେଇଛନ୍ତି। The post ଜାରକା ବଜାରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ାଉ appeared first on Dharitri Odia News.
ଯାଜପୁର,୧୫।୬: ଯାଜପୁର ଜିଲା ଜାରକା ବଜାରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ାଉ ହୋଇଛି।
ଯାଜପୁର ଜିଲା ଜାରକା ବଜାରର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଜାରକା ବଜାରରେ ଥିବା ଜଳଖିଆ ଦୋକାନରୁ ରସଗୋଲା,ବରା, ସିଙ୍ଗଡ଼ା ଭଳି ଅନେକ ଖାଦ୍ୟ ସାମଗ୍ରୀ ପରୀକ୍ଷା ପାଇଁ ସଂଗ୍ରହ କରି ନେଇଛନ୍ତି। ଏହାର ପ୍ରଭାବରେ ଜାରକା ବଜାରରେ ଗୁପଚୁପ, ଦହିବରା ବେପାରୀମାନେ ଷ୍ଟଲ ଉଠାଇ ନେଇଛନ୍ତି।
The post ଜାରକା ବଜାରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ାଉ appeared first on Dharitri Odia News.