ଜାଲ ରାସନ କାର୍ଡଧାରୀଙ୍କର ଚିହ୍ନଟ ହେବ
ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ। ଏହି ମାସ ଶେଷ ସୁଦ୍ଧା ଜାଲ୍ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ। ଚିହ୍ନଟ ପରେ କିଏ କଟିବେ କିଏ ରହିବେ ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଛନ୍ତି I ଜାଲ୍ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ […]

ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ। ଏହି ମାସ ଶେଷ ସୁଦ୍ଧା ଜାଲ୍ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ। ଚିହ୍ନଟ ପରେ କିଏ କଟିବେ କିଏ ରହିବେ ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଛନ୍ତି I ଜାଲ୍ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।