ଜାଲ୍ନୋଟ୍ କାରବାର ଚାଲିଥିବାବେଳେ ଜବତ କଲା STF
ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍ ନୋଟ୍ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ଏସ୍ଟିଏଫ୍ ଟିମ ଦ୍ୱାରା ୪୯୦୦୦ଟଙ୍କାର ଜାଲ୍ ନୋଟ ଜବତ ହୋଇଛି। ସବୁ ନୋଟ୍ ୫୦୦ ଟଙ୍କିଆ। ଦୁଇ ଜାଲ ନୋଟ୍ କାରବାରରେ ଗିରଫ ମାଷ୍ଟର ମାଇଣ୍ଡ ଅବଦୁଲ ସବୀର ଗିରଫ ହୋଇଥିବାବେଳେ ତାଙ୍କ ସହଯୋଗୀ ନେତ୍ରାନନ୍ଦ ରାଉତଙ୍କୁ ମଧ୍ୟ ଗିରଫ କରିଛି ଏସ୍ଟିଏଫ୍। The post ଜାଲ୍ନୋଟ୍ କାରବାର ଚାଲିଥିବାବେଳେ ଜବତ କଲା STF appeared first on Dharitri Odia News.
ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍ ନୋଟ୍ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ଏସ୍ଟିଏଫ୍ ଟିମ ଦ୍ୱାରା ୪୯୦୦୦ଟଙ୍କାର ଜାଲ୍ ନୋଟ ଜବତ ହୋଇଛି। ସବୁ ନୋଟ୍ ୫୦୦ ଟଙ୍କିଆ। ଦୁଇ ଜାଲ ନୋଟ୍ କାରବାରରେ ଗିରଫ ମାଷ୍ଟର ମାଇଣ୍ଡ ଅବଦୁଲ ସବୀର ଗିରଫ ହୋଇଥିବାବେଳେ ତାଙ୍କ ସହଯୋଗୀ ନେତ୍ରାନନ୍ଦ ରାଉତଙ୍କୁ ମଧ୍ୟ ଗିରଫ କରିଛି ଏସ୍ଟିଏଫ୍।
The post ଜାଲ୍ନୋଟ୍ କାରବାର ଚାଲିଥିବାବେଳେ ଜବତ କଲା STF appeared first on Dharitri Odia News.