ଜିତିଲେ ଜୟନାରାୟଣ, ହାରିଲେ ରୋହିତ

ଗତ ନିର୍ବାଚନରେ ବିଜେଡିର ରାଶେଶ୍ୱରୀ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ ଜୟନାରାୟଣ ମିଶ୍ର। ଏଥର ତାଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

ଜିତିଲେ ଜୟନାରାୟଣ, ହାରିଲେ ରୋହିତ

ପଞ୍ଚମ ଥର ପାଇଁ ଜିତିଲେ ଜୟନାରାୟଣ ମିଶ୍ର। ସେ ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜେୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।

ଗତ ନିର୍ବାଚନରେ ବିଜେଡିର ରାଶେଶ୍ୱରୀ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ ଜୟନାରାୟଣ ମିଶ୍ର। ଏଥର ତାଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ହେଲେ ସେ ରାଜି ନହେବାରୁ ଶେଷ ମୁହୂର୍ତ୍ତରେ ବିଜେଡି ପ୍ରାର୍ଥୀ ବଦଳାଇ ଥିଲା। ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ୱଲପୁରରୁ ପ୍ରାର୍ଥୀ କରିଥିଲେ। ନିବାର୍ରଚନରେ ଜୟନାରାୟଙ୍କୁ କଡା ଟକ୍କର ଦେଇଥିଲେ ରୋହିତ। ମିଳିଥିବା ଶେଷ ଖବର ସୁଦ୍ଧା ରୋହିତଙ୍କୁ ଜୟନାରାୟଣ ପରାସ୍ତ କରିଥିବା ଜଣାପଡ଼ିଛି।