ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ
ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ ତଥା ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ଚୟନ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ଜିଲା ରାଇଫଲ ସଂଘର ସଭାପତି ଭାବରେ ଅର୍କେଶ ନାରାୟଣ ସିଂହଦେଓ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବରେ ସୂମିତ ରଞ୍ଜନ ପୁରୋହିତ, ଆଞ୍ଜ ନେଅ ପ୍ରତାପ ସିଂ ଦେଓ, […] The post ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ appeared first on Dharitri Odia News.
ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ ତଥା ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ଚୟନ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ଜିଲା ରାଇଫଲ ସଂଘର ସଭାପତି ଭାବରେ ଅର୍କେଶ ନାରାୟଣ ସିଂହଦେଓ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବରେ ସୂମିତ ରଞ୍ଜନ ପୁରୋହିତ, ଆଞ୍ଜ ନେଅ ପ୍ରତାପ ସିଂ ଦେଓ, ସମ୍ପାଦକ ନିହାର ରଞ୍ଜନ ସ୍ବାଇଁ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ମିଶ୍ର ମନୋନୀତ ହୋଇଛନ୍ତି।
ସେହିପରି ସଂଘର ସଦସ୍ୟ ଭାବରେ ଅନଙ୍ଗ ଉଦୟ ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଦେବଦତ୍ତ ବେହେରା, ଉମେଶ କୁମାର ପଣ୍ଡା, ମହମ୍ମଦ ସିମେବ ଓ୍ବାକସ, ସାହାତ ଅପତାପ ହୁସେନ ମନୋନୀତ ହୋଇଛନ୍ତି। ଜାତୀୟ ରାଇଫଲ ସଂଘର ସଭlପତି ସିଂଦେଓ ନୂତନ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ appeared first on Dharitri Odia News.