ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧା ମହିଳା ଙ୍କୁ ହୁଇଲ ଚେୟାର ପ୍ରଦାନ।

ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଚୋଳଶ୍ରୀ ମହାନନ୍ଦ ଙ୍କ ପ୍ରଚେଷ୍ଟା ରେ ଖିଣ୍ଡା ଗ୍ରାମପଞ୍ଚାୟତ,ଭଂୟା ପଡା ଜଣେ ଅସହାୟ ବୃଦ୍ଧା ମହିଳା ସ୍ରିତୁଳା ରାୟ ଙ୍କୁ ହୁଇଲ୍ ଚେୟାର ପ୍ରଧାନ କରାଯାଇଛି l ରେଙ୍ଗାଲି ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତି ସହଯୋଗ କରିଥିଲେ । ଏହି ଅବସରରେ ବିଜୁ ମହିଳା ଜନତା ଦଳ ର ବ୍ଲକ ସାଧାରଣ ସମ୍ପାଦିକା ମିତା ମେହେର, ଅମର ମହାନନ୍ଦ, ସମୀର ମେହେର ଉପସ୍ଥିତ […] The post ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧା ମହିଳା ଙ୍କୁ ହୁଇଲ ଚେୟାର ପ୍ରଦାନ। appeared first on Odisha.News.

ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧା ମହିଳା ଙ୍କୁ ହୁଇଲ ଚେୟାର ପ୍ରଦାନ।

ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଚୋଳଶ୍ରୀ ମହାନନ୍ଦ ଙ୍କ ପ୍ରଚେଷ୍ଟା ରେ ଖିଣ୍ଡା ଗ୍ରାମପଞ୍ଚାୟତ,ଭଂୟା ପଡା ଜଣେ ଅସହାୟ ବୃଦ୍ଧା ମହିଳା ସ୍ରିତୁଳା ରାୟ ଙ୍କୁ ହୁଇଲ୍ ଚେୟାର ପ୍ରଧାନ କରାଯାଇଛି l ରେଙ୍ଗାଲି ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତି ସହଯୋଗ କରିଥିଲେ । ଏହି ଅବସରରେ ବିଜୁ ମହିଳା ଜନତା ଦଳ ର ବ୍ଲକ ସାଧାରଣ ସମ୍ପାଦିକା ମିତା ମେହେର, ଅମର ମହାନନ୍ଦ, ସମୀର ମେହେର ଉପସ୍ଥିତ ଥିଲେ।

The post ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧା ମହିଳା ଙ୍କୁ ହୁଇଲ ଚେୟାର ପ୍ରଦାନ। appeared first on Odisha.News.