ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଗସ୍ତ କରିବେ

ଭୁବନେଶ୍ବର ୨୫।୬: ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ସଚିବ ମାନେ ଗସ୍ତ କରିବେ । ସଚିବ ମାନେ ୨ରୁ ୩ ଦିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସଚିବ ମାନେ ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକ୍ ଗସ୍ତ କରିବେ । ଏହି ଗସ୍ତ ସମୟରେ ଜିଲ୍ଲପାଳଙ୍କ ସହ ବୈଠକ କରି ପ୍ଲାନ୍ ପ୍ରସ୍ତୁତ କରିବେ । ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ।You Can Read:

ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଗସ୍ତ କରିବେ

ଭୁବନେଶ୍ବର ୨୫।୬: ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ସଚିବ ମାନେ ଗସ୍ତ କରିବେ । ସଚିବ ମାନେ ୨ରୁ ୩ ଦିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସଚିବ ମାନେ ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକ୍ ଗସ୍ତ କରିବେ । ଏହି ଗସ୍ତ ସମୟରେ ଜିଲ୍ଲପାଳଙ୍କ ସହ ବୈଠକ କରି ପ୍ଲାନ୍ ପ୍ରସ୍ତୁତ କରିବେ । ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ।

You Can Read: