ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ବଦଳି

ଭୁବନେଶ୍ବର:ଜିଲ୍ଲାପାଳ ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ କରାଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମହାନଗର କମିଶନର ଭାବେ ବଦଳି କରାଯାଇଛି।କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ ଜିଲ୍ଲାପାଳ ଓ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ନେଇ ଆଜି ସରକାର ଆଦେଶନାମା ଜାରୀ କରିଛନ୍ତି। The post ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ବଦଳି appeared first on Odisha.News.

ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ବଦଳି

ଭୁବନେଶ୍ବର:ଜିଲ୍ଲାପାଳ ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ କରାଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମହାନଗର କମିଶନର ଭାବେ ବଦଳି କରାଯାଇଛି।କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ ଜିଲ୍ଲାପାଳ ଓ
ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ନେଇ ଆଜି ସରକାର ଆଦେଶନାମା ଜାରୀ କରିଛନ୍ତି।

The post ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ବଦଳି appeared first on Odisha.News.