ଜୀବନ ବଞ୍ଚାଇଲେ ଦୁଇ ମହିଳା ଆର୍ ପି ଏଫ୍ ପୋଲିସ, ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା

କଟକ : ଦେବଦୂତ ଭଳି ଆସିଲେ, ମହିଳାଙ୍କ ଜୀବନ ବଞ୍ଚାଇ ଦେଇଗଲେ ।  ସାମାନ୍ୟ ଡେରି ହୋଇଥିଲେ ଚାଲି ଯାଇଥାନ୍ତା ଦୁଇଟି ଜୀବନ ।   ଏମିତି ଏକ ଅଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି ଦୁଇଟି ଜୀବନ  ।  ଘଟଣାଟି କଟକ ରେଳବାଇ ଥାନା ଅଂଚଳର  ।  ଜୀବନ ବଞ୍ଚାଇଥିବା ଦୁଇ ମହିଳା ଆର୍ ପି ଏଫ୍ ପୋଲିସଙ୍କୁ ମିଳୁଛି ଲୋକଙ୍କ ସାବାସୀ । ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା । ସାଙ୍ଗରେ ଥିଲା ସାତ ମାସର ଶିଶୁ […] The post ଜୀବନ ବଞ୍ଚାଇଲେ ଦୁଇ ମହିଳା ଆର୍ ପି ଏଫ୍ ପୋଲିସ, ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା appeared first on KNews Odisha.

ଜୀବନ ବଞ୍ଚାଇଲେ ଦୁଇ ମହିଳା ଆର୍ ପି ଏଫ୍ ପୋଲିସ, ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା
rail

କଟକ : ଦେବଦୂତ ଭଳି ଆସିଲେ, ମହିଳାଙ୍କ ଜୀବନ ବଞ୍ଚାଇ ଦେଇଗଲେ ।  ସାମାନ୍ୟ ଡେରି ହୋଇଥିଲେ ଚାଲି ଯାଇଥାନ୍ତା ଦୁଇଟି ଜୀବନ ।   ଏମିତି ଏକ ଅଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି ଦୁଇଟି ଜୀବନ  ।  ଘଟଣାଟି କଟକ ରେଳବାଇ ଥାନା ଅଂଚଳର  ।  ଜୀବନ ବଞ୍ଚାଇଥିବା ଦୁଇ ମହିଳା ଆର୍ ପି ଏଫ୍ ପୋଲିସଙ୍କୁ ମିଳୁଛି ଲୋକଙ୍କ ସାବାସୀ । ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା । ସାଙ୍ଗରେ ଥିଲା ସାତ ମାସର ଶିଶୁ ପୁତ୍ର । ପାରିବାରିକ କଳହ ପାଇଁ ଘରୁ ପଳାଇ ଆସିଥିଲେ । ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣା ଆଡ଼କୁ ଯାଉଥିଲେ ।  ସାଙ୍ଗରେ କୌଣସି ଆସବାବପତ୍ର ନ ଥିଲା । ଏହା ଦେଖି ସନ୍ଦେହ କରିଥିଲେ ଆର୍ ପି ଏଫ୍ କର୍ମଚାରୀ । ମହିଳାଙ୍କୁ ବୁଝାଶୁଝା କରିବା ପରେ ପରିବାରବrailway policeର୍ଗଙ୍କୁ ହସ୍ତାନ୍ତର କରିଛି ଆର୍ ପି ଏଫ୍ ।

The post ଜୀବନ ବଞ୍ଚାଇଲେ ଦୁଇ ମହିଳା ଆର୍ ପି ଏଫ୍ ପୋଲିସ, ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା appeared first on KNews Odisha.