ଜୀବନ ବିକଳରେ ଦୌଡୁଥିଲେ ଯୁବକ...ଗାଡ଼ିରୁ ଓହ୍ଲାଇ ଆକ୍ରମଣ କରି ଚାଲିଲେ ଦୁର୍ବୁତ୍ତ..ଡାହାଣ ହାତକୁ ପୁରା ଝୁଲେଇ ଦେଲେ
ସୋମବାର ଶିଶୁଭବନ ଛକ ଠାରେ ରାତି ପ୍ରାୟ ୧୧ଟା କି ସେଢ଼େ ଏଗାରଟା ସମୟରେ ଟ୍ୟାକ୍ସି ବାଇକ କୁ ଧକା ଦେଇଥିଲେ। ଏହା ପରେ ଏକା ସାଙ୍ଗରେ ଗାଡ଼ିରୁ ୭ରୁ ଆଠ ଜଣ ଓହ୍ଲାଇ ଯୁବକଙ୍କୁ କରିଥିଲେ ଆକ୍ରମଣ...