ଜୁଲାଇ ୨୦ ମଧ୍ୟାହ୍ନ ସୁଦ୍ଧା ନିଟ୍-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: NEET-UG 2024 ପରୀକ୍ଷାରେ ପେପର ଲିକ୍ ଏବଂ ଅନିୟମିତତା ଅଭିଯୋଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। NEET-UG ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମିଳିଥିବା ମାର୍କକୁ ଏହାର ୱେବସାଇଟରେ ପ୍ରକାଶ କରିବାକୁ କୋର୍ଟ NTAକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୁଲାଇ ୨୦ ମଧ୍ୟାହ୍ନ ସୁଦ୍ଧା ଓ୍ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରମାନଙ୍କର ପରିଚୟ ଗୁପ୍ତ ରଖାଯିବା ଉଚିତ। ସହର ଏବଂ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ଘୋଷଣା କରାଯିବା ଉଚିତ୍। ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ତାରିଖ ପାଇଁ ସ୍ଥିର ହୋଇଛି।