ଜୁସ୍‌ରେ ପରିସ୍ରା ମିଶାଇ ଦେଉଥିଲେ ଦୋକାନୀ, ବାନ୍ଧିଲା ପୋଲିସ

ଉତ୍ତରପ୍ରଦେଶ ୧୪/୦୯: ଉତ୍ତରପ୍ରଦେଶର ଗାଜିଆବାଦ ଅଭାବନୀୟ ଘଟଣା । ଜିଲ୍ଲାର ଜଣେ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଇ ବିକୁଥିଲେ ଦୋକାନୀ । ଶେଷରେ ବାନ୍ଧି ପୋଲିସ ।  ପୋଲିସ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଆଉ ଜୁସ୍‌ ପିଇବାକୁ ମନ ବଳାଉ ନାହାନ୍ତି। ସୂଚନା ଥାଉକି, ଲୋନି ବର୍ଡରରେ ଜଣେ ଜୁସ୍‌ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଉଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଏହାପରେ ହଠାତ୍‌ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୋଲିସ୍‌ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଏକ ଥଳି ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି । ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ତାଙ୍କ ଉତ୍ତର ସେମିତି ସନ୍ତୁଷ୍ଟି ନଥିଲା । ବିହାର ଏସ୍‌ପି ଭାସ୍କର ବର୍ମା କହିଛନ୍ତି ଅଭିଯୁକ୍ତର ପରିଚୟ ମିଳିଛି, ସେ ଆମିର ବୋଲି ଜଣାପଡିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଜୁସ ଷ୍ଟଲରେ ଖୋଜାଖୋଜି କରିଥିଲା । ଯେଉଁଠାରୁ ପରିସ୍ରାରେ ଭର୍ତ୍ତି ଏକ ପ୍ଲାଷ୍ଟିକ୍ ମଧ୍ୟ ଉଦ୍ଧାର କରାଯାଇଛି । 

ଜୁସ୍‌ରେ ପରିସ୍ରା ମିଶାଇ ଦେଉଥିଲେ ଦୋକାନୀ, ବାନ୍ଧିଲା ପୋଲିସ

ଉତ୍ତରପ୍ରଦେଶ ୧୪/୦୯: ଉତ୍ତରପ୍ରଦେଶର ଗାଜିଆବାଦ ଅଭାବନୀୟ ଘଟଣା । ଜିଲ୍ଲାର ଜଣେ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଇ ବିକୁଥିଲେ ଦୋକାନୀ । ଶେଷରେ ବାନ୍ଧି ପୋଲିସ ।  ପୋଲିସ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଆଉ ଜୁସ୍‌ ପିଇବାକୁ ମନ ବଳାଉ ନାହାନ୍ତି। 

ସୂଚନା ଥାଉକି, ଲୋନି ବର୍ଡରରେ ଜଣେ ଜୁସ୍‌ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଉଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଏହାପରେ ହଠାତ୍‌ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୋଲିସ୍‌ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଏକ ଥଳି ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି । 

ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ତାଙ୍କ ଉତ୍ତର ସେମିତି ସନ୍ତୁଷ୍ଟି ନଥିଲା । ବିହାର ଏସ୍‌ପି ଭାସ୍କର ବର୍ମା କହିଛନ୍ତି ଅଭିଯୁକ୍ତର ପରିଚୟ ମିଳିଛି, ସେ ଆମିର ବୋଲି ଜଣାପଡିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଜୁସ ଷ୍ଟଲରେ ଖୋଜାଖୋଜି କରିଥିଲା । ଯେଉଁଠାରୁ ପରିସ୍ରାରେ ଭର୍ତ୍ତି ଏକ ପ୍ଲାଷ୍ଟିକ୍ ମଧ୍ୟ ଉଦ୍ଧାର କରାଯାଇଛି ।