ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ ଟାଉନ ହଲ୍‌ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ମିଶିଥିବାର ସୂଚନା ଦେଇଛନ୍ତ। ଆଗାମୀ ସାଧାରଣ ନିର୍ବାଚନରେ ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଜେଏମ୍‌ଏମ୍‌ରେ ମିଶିବାରୁ ଲଢେଇ ଜୋର୍‌ଦାର୍‌ ହେବ ବୋଲି କହିଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ଜେଏମ୍‌ଏମ୍‌ ରାଜ୍ୟ ସଭାପତି ଅଞ୍ଜନା ସୋରେନ,ଝାଡ଼ଖଣ୍ଡର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦୀପକ […] The post ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର appeared first on Dharitri Odia News.

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ ଟାଉନ ହଲ୍‌ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ମିଶିଥିବାର ସୂଚନା ଦେଇଛନ୍ତ। ଆଗାମୀ ସାଧାରଣ ନିର୍ବାଚନରେ ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଜେଏମ୍‌ଏମ୍‌ରେ ମିଶିବାରୁ ଲଢେଇ ଜୋର୍‌ଦାର୍‌ ହେବ ବୋଲି କହିଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ଜେଏମ୍‌ଏମ୍‌ ରାଜ୍ୟ ସଭାପତି ଅଞ୍ଜନା ସୋରେନ,ଝାଡ଼ଖଣ୍ଡର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦୀପକ ବରୁଆ, ବିଧାୟକ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର appeared first on Dharitri Odia News.