ଜେଲ୍‌ରୁ ଫେରାର ମାରିଲେ ହତ୍ୟା ମାମଲାରେ ଦଣ୍ଡିତ କଏଦୀ

କେନ୍ଦୁଝର,୨୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମୁଖ୍ୟ କାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଜଣେ କଏଦୀ ଜେଲ ପରିସରରୁ ଶନିବାର ରାତିରେ ଫେରାଇ ହୋଇଯାଇଛନ୍ତି। ସବୁଦିନ ଭଳି ସେ ପରିସରରେ ଗୋ’ ସେବା କାମ କରୁଥିଲା। ଅପରାହ୍ନରେ ହଠାତ୍‌ ଖସି ପକାଇଥିଲା। ଜେଲ୍‌ ପୋଲିସ ତାଙ୍କୁ ପିଛା କରି ତାଙ୍କ ରାତିରେ ଘରକୁ ଯାଇଥିଲେ। ଖୋଜାଖୋଜି କରି ପାଇ ନ ଥିଲେ। ତେବେ ସେଠାରୁ ଜଙ୍ଗଲକୁ ପକାଇ ଯାଉଥିବା ଅନୁମାନ ହେଉଛି। ଏହି ଘଟଣାରେ ଜେଲ୍‌ […] The post ଜେଲ୍‌ରୁ ଫେରାର ମାରିଲେ ହତ୍ୟା ମାମଲାରେ ଦଣ୍ଡିତ କଏଦୀ appeared first on Dharitri Odia News.

ଜେଲ୍‌ରୁ ଫେରାର ମାରିଲେ ହତ୍ୟା ମାମଲାରେ ଦଣ୍ଡିତ କଏଦୀ

କେନ୍ଦୁଝର,୨୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମୁଖ୍ୟ କାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଜଣେ କଏଦୀ ଜେଲ ପରିସରରୁ ଶନିବାର ରାତିରେ ଫେରାଇ ହୋଇଯାଇଛନ୍ତି। ସବୁଦିନ ଭଳି ସେ ପରିସରରେ ଗୋ’ ସେବା କାମ କରୁଥିଲା। ଅପରାହ୍ନରେ ହଠାତ୍‌ ଖସି ପକାଇଥିଲା। ଜେଲ୍‌ ପୋଲିସ ତାଙ୍କୁ ପିଛା କରି ତାଙ୍କ ରାତିରେ ଘରକୁ ଯାଇଥିଲେ। ଖୋଜାଖୋଜି କରି ପାଇ ନ ଥିଲେ। ତେବେ ସେଠାରୁ ଜଙ୍ଗଲକୁ ପକାଇ ଯାଉଥିବା ଅନୁମାନ ହେଉଛି। ଏହି ଘଟଣାରେ ଜେଲ୍‌ ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ତାଙ୍କ ନାମ ପରେଶ ମୁଣ୍ଡା ଏବଂ ତାଙ୍କ ଘର ସଦର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।

The post ଜେଲ୍‌ରୁ ଫେରାର ମାରିଲେ ହତ୍ୟା ମାମଲାରେ ଦଣ୍ଡିତ କଏଦୀ appeared first on Dharitri Odia News.