ଜୟଆଲୁକ୍କାସ୍ରେ ବର୍ଷର ସର୍ବବୃହତ୍ ଗହଣା ସେଲ୍
ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍ ପକ୍ଷରୁ ବର୍ଷର ସର୍ବବୃହତ୍ ଗହଣା ସେଲ୍ ଘୋଷଣା କରାଯାଇଛି। ଏ ଅବସରରେ ସ୍ଥାନୀୟ ଷ୍ଟୋରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ଜୁନିୟର କଲେଜର ଅଧ୍ୟକ୍ଷା ଡ. ସରୋଜଲକ୍ଷ୍ମୀ ସିଂହ ଅତିଥି ଭାବେ ଯୋଗଦେଇ ସେଲ୍ର ଶୁଭାରମ୍ଭ କରିଥିଲେ। ଏହି ସେଲ୍ରେ ଗ୍ରାହକମାନେ ଜୟଆଲୁକ୍ସାସ୍ରେ ସମସ୍ତ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଜୟଆଲୁକ୍ସାସ୍ର […] The post ଜୟଆଲୁକ୍କାସ୍ରେ ବର୍ଷର ସର୍ବବୃହତ୍ ଗହଣା ସେଲ୍ appeared first on Dharitri Odia News.
ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍ ପକ୍ଷରୁ ବର୍ଷର ସର୍ବବୃହତ୍ ଗହଣା ସେଲ୍ ଘୋଷଣା କରାଯାଇଛି। ଏ ଅବସରରେ ସ୍ଥାନୀୟ ଷ୍ଟୋରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ଜୁନିୟର କଲେଜର ଅଧ୍ୟକ୍ଷା ଡ. ସରୋଜଲକ୍ଷ୍ମୀ ସିଂହ ଅତିଥି ଭାବେ ଯୋଗଦେଇ ସେଲ୍ର ଶୁଭାରମ୍ଭ କରିଥିଲେ। ଏହି ସେଲ୍ରେ ଗ୍ରାହକମାନେ ଜୟଆଲୁକ୍ସାସ୍ରେ ସମସ୍ତ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଜୟଆଲୁକ୍ସାସ୍ର ଷ୍ଟୋର ପ୍ରବନ୍ଧକ ସୁଭାଷ ଏମ୍ ଯୋଗଦେଇଥିବାବେଳେ ବହୁ ସଂଖ୍ୟାରେ ଗ୍ରାହକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
The post ଜୟଆଲୁକ୍କାସ୍ରେ ବର୍ଷର ସର୍ବବୃହତ୍ ଗହଣା ସେଲ୍ appeared first on Dharitri Odia News.