ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜ
ଜୟପୁର ୨୧।୫: ଜୟପୁର ଏୟାରପୋର୍ଟରେ ଘଟିଯାଇଛି ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର । ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।ସୂଚନାଯୋଗ୍ୟ ଯେ, ଜୟପୁର ଏୟାରପୋର୍ଟରେ ହାବିଲଦାର ରାଜେଶ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା । ଆହତ ହାବିଲଦାରଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷା ଯାଞ୍ଚକୁ ନେଇ ହାବିଲଦାରଙ୍କ ଉପରେ ଷ୍ଟେସନ ମ୍ୟାନେଜର ଆକ୍ରମଣ କରିଥିବା ନେଇ ଅଭିଯୋ ହୋଇଛି । ଘଟଣା ପରେ ସଦର ଥାନାରେ ଷ୍ଟେସନ ମ୍ୟାନେଜର ଅଟକ ଅଛନ୍ତି । ଏହି ଘଟଣା ପରେ ଏୟାରପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।You Can Read:ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ, ଜୁନ୍ ୬ଯାଏଁ ଆବେଦନ ପତ୍ର ଦାଖଲ କରିପାରିବେ ଇଚ୍ଛୁକ ପ୍ରାର୍ଥୀ
ଜୟପୁର ୨୧।୫: ଜୟପୁର ଏୟାରପୋର୍ଟରେ ଘଟିଯାଇଛି ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର । ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।
ସୂଚନାଯୋଗ୍ୟ ଯେ, ଜୟପୁର ଏୟାରପୋର୍ଟରେ ହାବିଲଦାର ରାଜେଶ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା । ଆହତ ହାବିଲଦାରଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷା ଯାଞ୍ଚକୁ ନେଇ ହାବିଲଦାରଙ୍କ ଉପରେ ଷ୍ଟେସନ ମ୍ୟାନେଜର ଆକ୍ରମଣ କରିଥିବା ନେଇ ଅଭିଯୋ ହୋଇଛି । ଘଟଣା ପରେ ସଦର ଥାନାରେ ଷ୍ଟେସନ ମ୍ୟାନେଜର ଅଟକ ଅଛନ୍ତି ।
ଏହି ଘଟଣା ପରେ ଏୟାରପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।
You Can Read: