‘ଝଲକ ଦିଖ୍‌ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମୁମ୍ବାଇ: ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଡ୍ୟାନ୍ସ ରିୟାଲିଟି ଶୋ’ବିଷୟରେ କହିବା ତେବେ ‘ଝଲକ ଦିଖ୍‌ଲା ଜା’ ନାଁ ଶୀର୍ଷରେ ଆସିବ। ଏହି ଡ୍ୟାନ୍ସ ଶୋ’ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ପ୍ରଶଂସକମାନେ ‘ଝଲକ ଦିଖ୍‌ଲା ଜା-୧୧’କୁ ନେଇ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି। ଏହି ସମୟରେ କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମ ‘ଝଲକ ଦିଖଲା ଜା-୧୧ରେ ସାମ୍ନାକୁ ଆସିଛି। ତେବେ କେଉଁ ସେଲିବ୍ରିଟିମାନେ ଏହି ଡ୍ୟାନ୍ସ ଶୋ’ରେ ନିଜର […] The post ‘ଝଲକ ଦିଖ୍‌ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ appeared first on Dharitri Odia News.

‘ଝଲକ ଦିଖ୍‌ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମୁମ୍ବାଇ: ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଡ୍ୟାନ୍ସ ରିୟାଲିଟି ଶୋ’ବିଷୟରେ କହିବା ତେବେ ‘ଝଲକ ଦିଖ୍‌ଲା ଜା’ ନାଁ ଶୀର୍ଷରେ ଆସିବ। ଏହି ଡ୍ୟାନ୍ସ ଶୋ’ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ପ୍ରଶଂସକମାନେ ‘ଝଲକ ଦିଖ୍‌ଲା ଜା-୧୧’କୁ ନେଇ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି।

ଏହି ସମୟରେ କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମ ‘ଝଲକ ଦିଖଲା ଜା-୧୧ରେ ସାମ୍ନାକୁ ଆସିଛି। ତେବେ କେଉଁ ସେଲିବ୍ରିଟିମାନେ ଏହି ଡ୍ୟାନ୍ସ ଶୋ’ରେ ନିଜର ଦମ୍‌ଦାର ଡ୍ୟାନ୍ସ ଦେଖାଇବେ ଜାଣନ୍ତୁ ସେ ସମ୍ପର୍କରେ…

ଏହି ତାଲିକାରେ ଭାରତୀୟ କ୍ରିକେଟ ଦଳର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ତଥା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା, ବିଗ୍‌ ବସ୍‌ ଓଟିଟି-୨ ଫେମ୍‌ ମନୀଷା ରାନୀ, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଆବେଜ ଦରବାର ଏବଂ ଗାୟିକା ନିକିତା ଗାନ୍ଧୀଙ୍କ ନାମ ରହିଛି।

The post ‘ଝଲକ ଦିଖ୍‌ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ appeared first on Dharitri Odia News.