ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ
ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ ଯାଏ ଚାଲିବ। ମଇଦାନରେ ୭୩ ମହିଳାଙ୍କ ସମେତ ମୋଟ ୬୮୩ ପ୍ରାର୍ଥୀ ଅଛନ୍ତି। ଜେଏମଏମ ଓ କଂଗ୍ରେସ ମେଣ୍ଟ ସହ ଭାଜପାର ହେବ କଡ଼ା ଟକ୍କର। The post ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ appeared first on Dharitri Odia News.
ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ ଯାଏ ଚାଲିବ। ମଇଦାନରେ ୭୩ ମହିଳାଙ୍କ ସମେତ ମୋଟ ୬୮୩ ପ୍ରାର୍ଥୀ ଅଛନ୍ତି। ଜେଏମଏମ ଓ କଂଗ୍ରେସ ମେଣ୍ଟ ସହ ଭାଜପାର ହେବ କଡ଼ା ଟକ୍କର।
The post ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ appeared first on Dharitri Odia News.