ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା ମିଳିଛି। ୧୫ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ବନହରପାଲି ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି। ମୁର୍ଶିଦାବାଦ ଅଞ୍ଚଳରୁ ୧୫ରୁ ଊଦ୍ଧର୍‌ବ ବକ୍ତି ଝାରସୁଗୁଡ଼ା ଚାଲିଆସି ଆତ୍ମଗୋପନ କରିଥିବା STF ଟିମ୍‌କୁ ସୂଚନା ମିଳିଥିଲା। ଏହି ଆଧାରରେ ପଶ୍ଚିମବଙ୍ଗର STF ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚି ୧୫ରୁ ଊର୍ଦ୍ଧ୍ୱ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି […] The post ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌ appeared first on Dharitri Odia News.

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା ମିଳିଛି।

୧୫ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ବନହରପାଲି ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି। ମୁର୍ଶିଦାବାଦ ଅଞ୍ଚଳରୁ ୧୫ରୁ ଊଦ୍ଧର୍‌ବ ବକ୍ତି ଝାରସୁଗୁଡ଼ା ଚାଲିଆସି ଆତ୍ମଗୋପନ କରିଥିବା STF ଟିମ୍‌କୁ ସୂଚନା ମିଳିଥିଲା। ଏହି ଆଧାରରେ ପଶ୍ଚିମବଙ୍ଗର STF ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚି ୧୫ରୁ ଊର୍ଦ୍ଧ୍ୱ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ଦଙ୍ଗାଜନିତ ହତ୍ୟାକାଣ୍ଡ ସମ୍ପର୍କରେ ଜେରା କରୁଛି।

The post ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌ appeared first on Dharitri Odia News.